Draft talk:Rasikaray Jeu Deula

Page contents not supported in other languages.
From Wikipedia, the free encyclopedia

RasikaRay Jeu[edit]

ଶ୍ରୀଶ୍ରୀ ରସିକରାଏ ଯୀଉ କେଉଁ ଆବାହମାନ କାଳରୁ କେଉଁ ପ୍ରାଚିନତମ ଖ୍ରୀଷ୍ଠାଦ୍ଧରୁ ଏହି ଦେଉଳା ଗ୍ରାମରେ ପାରମ୍ପରିକ ସାଂସ୍କ୍ରୁତିରେ ପୁଜା ପାଇଆସୁଥୀବା ଶ୍ରୀ ରସିକରାୟ ଯିଉ ( ଭଗବାନ କ୍ରୁଷ୍ଣ )ଙ୍କର ସେବକ ବିଶ୍ବନାଥ ଦାଶ ,ପିତା-ପ୍ରଫୁଲ ଦାଶ,ମାତା-କମଳୀନୀ ଦାଶ, ପୁତ୍ର-ରବିନାରାୟଣ ଦାଶ,ଏହି ରସିକରାୟ ଯିଉଙ୍କର ପ୍ରତି ୩୦ଦିନରେ ପର୍ବପର୍ବାଣିକରାଯାଏ,ବର୍ଷକ ବାରମାସରେ ୧୩ ପର୍ବ ପାଳନକରାଯାଏ,ଏଠି ସମସ୍ତ ଜନଜାକିର ଲୋକ ବସବାସକରନ୍ତି,ଶ୍ରୀ ରସିକରାୟ ଯିଉ ପ୍ରାୟ ୫ଟି ପଞ୍ଚାୟତ ଓ ୨୧ଟି ଗ୍ରାମ ଯଥା-ଦେଉଳା,ବିଲଣା,ଭଗବାନପୁର,ଜୟପୁର,ମଂଦାରମାଳ,ପ୍ରଧାନ ସାହି,ରହଣୀଆ ସାହି,ତୁଳସୀପୁର,କସଟି,ଭୁୟାଁଓ୍ବାସ,ପାଳିଆବିନ୍ଧା,ମିରିପୁର,ସାସନ,ଅଣ୍ଡରାଇ,ଦହପାଣୀଆ,କୁବେରା,ଚବିସପଡା,ଇଟାଗଡି,ବାରୋ,ଗଳଗଣ୍ଡପୁର,ଆରସା,କାଳୀମେଘା ର ପ୍ରାଣପ୍ରିୟ ଇଷ୍ଠ ଦେବତା, 2409:4089:201:EDF0:0:0:2ABC:58AC (talk) 07:57, 26 April 2024 (UTC)[reply]